କରୋନା ସାଜିଲା ବାଧକ । ଛାତ୍ରଛାତ୍ରୀ ପାଲଟିଲେଣି ଗୋରୁଚରାଳି । ଦିନ ମଜୁରିଆ ଭାବେ କାମ କଲେଣି ଅନେକ । ମୟୂରଭଞ୍ଜ ଜିଲ୍ଲା ମୋରଡାରେ ଶିକ୍ଷାର ଏଭଳି ବିକଳ ଦୃଶ୍ୟ ଦେଖିବାକୁ ମିଳିଛି । ଅନଲାଇନ ଶିକ୍ଷାରୁ ବଞ୍ଚିତ ହେବା ଯୋଗୁ ଅନେକ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଡୋରି ବନ୍ଧା ହୋଇଛି
#Mayurbhanja #Moroda #Student #onlineteaching #ArgusNews