#କରୋନା_ଉଜାଡ଼ି_ଦେଲା_ବେଉସା
#ହାତ_ବାନ୍ଧି_ବସିଛି_ଗଞ୍ଜାମର_ପିତଳ_କାରିଗର
ରାତି ପାହିଲେ ଚିନ୍ତା କେମିତି ଚଳିବ ପରିବାର? ଦିନ ଥିଲା ଧରାକୋଟ ବ୍ଲକ ଜଗମୋହନ ଗ୍ରାମରେ ସକାଳ ହେବା ମାତ୍ରକେ ଗାଁ ମୁଣ୍ଡରେ ଶୁଭୁଥିଲା କଂସା ଓ ପିତଳ ତିଆରି ଠଣ ଠଣ ଠଣ ଶଦ୍ଧ । ହେଲେ ଏହି ଶଦ୍ଧ କରୋନା କଟକଣା ଭିତରେ କାଁ ଭାଁ ଶୁଭୁଛି ।
#ArgusNews #ArgusNewsTV #Odisha #Ganjam #Bronze_and_Brass_Business