କରୋନା ଅଧ୍ୟୟନକୁ ନେଇ ଚର୍ଚ୍ଚାର ପରିଧି କୁ ଆସିଛି ଭୀମସାର । କେଉଁ ବ୍ଲଡ଼ ଗ୍ରୁପ୍ ବ୍ୟକ୍ତିବିଶେଷଙ୍କୁ କରୋନା ସଂକ୍ରମଣ ସମ୍ଭାବନା ଅଧିକ? ଅଧ୍ୟୟନରୁ ଜଣାପଡ଼ିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏ ନେଇ ବୁର୍ଲା ଭୀମସାରର ମୁଖ୍ୟ ଗବେଷକ ଡାକ୍ତର ସଞ୍ଜୀବ ମିଶ୍ରଙ୍କ ସହିତ ସ୍ଵତନ୍ତ୍ର ଆଲୋଚନା ।
#VIMSAR #Sambalpur #Burla #Research #corona #Omicron #Odisha #ArgusNews