#କରୋନା_କଟକଣା_ଭିତରେ_ଶ୍ରୀଜିଉଙ୍କ_ଘୋଷଯାତ୍ରା !
ଆପଣମାନେ ମଧ୍ୟ ଘରେ ବସି ମହାପ୍ରଭୁଙ୍କ ଦର୍ଶନ କରନ୍ତୁ । ଅର୍ଗସ ମାଧ୍ୟମରେ ସବୁ ନୀତିକାନ୍ତିର ସିଧାପ୍ରସାରଣ ସହ ଗୋଲଡ କଏନ ଜିତିବାର ସୁଯୋଗ । ଅର୍ଗସ ରଥଯାତ୍ରା କ୍ବିଜରେ ଭାଗ ନିଅନ୍ତୁ ଏବଂ ପ୍ରତି ଅଧଘଣ୍ଟାରେ ଜିତନ୍ତୁ ଗୋଲଡ କଏନ । ଏଥିପାଇଁ ଡାଉନଲୋଡ କରନ୍ତୁ ଅର୍ଗସ ଆପ୍ । ମନେରଖନ୍ତୁ କେବଳ ଆପ୍ ଜରିଆରେ ହିଁ ଆପଣ ଏହି କ୍ବିଜରେ ଭାଗ ନେଇପାରିବେ
#ArgusNews #Odisha #ArgusNewsTV #Puri #RathaYatra2021 #RathaYatraQuize #goldcoin