ଓଡ଼ିଶାର ନୀଳଗିରିରେ ରହିଛି, ତୃତୀୟ ଶ୍ରୀକ୍ଷେତ୍ର । ଏବର୍ଷ ସରକାର ଓଡ଼ିଶାରେ କେବଳ ପୁରୀରେ ରଥଯାତ୍ରା କରିବାକୁ ଅନୁମତି ଦେଇଛନ୍ତି । ତେବେ ଏହାକୁ ବିରୋଧ କରଛନ୍ତି ନୀଳଗିରି ସ୍ଥାନିୟ ବାସିନ୍ଦା । ସେମାନଙ୍କର ଦାବି କୋଭିଡ୍ କଟକଣା ଣଧ୍ୟରେ ନୀଳଗିରିରେ ମଧ୍ୟ ରାଥଯାତ୍ରା ଅନୁଷ୍ଠିତ ହେଉ ।
#ArgusNews #Odisha #ArguNewsTV #Nilagiri #Ratha