ଆଜି ହେଉଛି ପବିତ୍ର ଅଷ୍ଟମୀ ଜଗତ ଜନନୀ ମା ଦୁର୍ଗା ଆଜି ଅଷ୍ଟମୀ ପୂଜା ପାଉ ଥିବାବେଳେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ର ବିଶିଷ୍ଟ ବାଲୁକା ଶିଳ୍ପୀ ରଜୁ ସାହୁ ନିଜ ଆନିମେସନ ବାଲୁକା କଳା ମାଧ୍ୟମରେ ଜଗତ ଜନନୀ ଙ୍କୁ ନିଜ ଭକ୍ତି ଜଣାଇବା ସହ ମାଙ୍କ ନିକଟରେ ଭାରତ ତଥା ବିଶ୍ୱକୁ କରୋନା ମୁକ୍ତ କରିବାକୁ ନିବେଦନ କରିଛନ୍ତି
#Sundargarh #Rajgangpur #SandArt #odisha #ArgusNews