#କରୋନା_କରିଦେଲା_ଅନାଥ !
ଦୁଇ ନିଷ୍ପାପ ଶିଶୁଙ୍କ ମୁଣ୍ଡ ଉପରୁ ଉଠିଗଲା ବାପା ମାଙ୍କ ହାତ । ଦୁନିଆ କଣ ଜାଣିବା ଆଗରୁ ଆନାଥ ହୋଇଗଲେ ଦୁଇ ଭାଇ ଭଉଣୀ । ଏଭଳି ଏକ ଦୁଃଖଦ ଘଟଣା ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ଭାଟିଆ ଗ୍ରାମରୁ ସାମ୍ନାକୁ ଆସିଛି
#ArgusNews #Odisha #ArgusNewsTV #Corona #Orphan #Jajpur #Children