କରୋନା କଷ୍ଟଠୁ ବଳି ଯାଉଛି ଭୋକର କଷ୍ଟ।
କଟକଣା ପାଇଁ ରୋଜଗାର ଠପ୍। ଅସହାୟ ହୋଇ ପ଼଼ଡିଛନ୍ତି ଏହି ଭିକାରୀମାନେ। ମନ୍ଦିର, ଧର୍ମପୀଠ ବନ୍ଦ ଥିବାରୁ ଏମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି।
#ArgusNews #Odisha #Corona #Bhabanipatna #Helpless #Food