#କରୋନା_ପାଇଁ_ଦୁଇ_ବର୍ଷ_ହେଲା_ବନ୍ଦ_ପଡିଛି_ପାଠପଢା !
ଆଗକୁ ଭବିଷ୍ୟତ କଣ ହେବ ତାକୁ ନେଇ ଚିନ୍ତାରେ ଛାତ୍ର ଛାତ୍ରୀ । ତେଣୁ ପରୀକ୍ଷା କରାନଯାଇ ବିକଳ୍ପ ମାର୍କିଂ କରାଯାଇ ପାସ କରିବାକୁ ଦାବି କରିଛନ୍ତି ବ୍ରହ୍ମପୁର ସରକାରୀ ଆଇ ଟି ଆଇ ଛାତ୍ର । ଏ ନେଇ ସେମାନେ ଗଂଜାମ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି
#ArgusNews #Odisha #ArgusNewsTV #Ganjam #Barhampur #ITIStudent