କରୋନା ପାଇଁ ବିଶ୍ବର ପ୍ରଥମ ବଟିକା ମୋଲନୁପିରାଭିର ବାହାରିଛି । ବଟିକା ବ୍ୟବହାର ଦ୍ବାରା ୫୦% ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କ ସୁଧାର ଆସୁଛି । ଡିସିଜିଆଙ୍କ ଅନୁମତି ପରେ ଏହି ବଟିକାକୁ ଆମେ ବ୍ୟବହାର କରିପାରିବା ବଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
#CoronaVirus #Covid19 #Molnupiravir #CovidMedicine #HealthDirector #VijayMohapatra #ArgusNews