ବରଗଡ଼ ଜିଲ୍ଲାର ଅତାବିରା ସହରରେ ଜେସିଆଇ ତରଫରୁ କରୋନା ଭେକସିନକୁ ନେଇ ଏକ ସଚେତନତା ବାର୍ତ୍ତା ଆଧ୍ୟାତ୍ମିକ ପ୍ରକ୍ରିୟାରେ କରାଯାଇଛି ଜଣେ ସଚେତନ ବ୍ୟକ୍ତି ପ୍ରଭୁ ହନୁମାନଙ୍କ ରୂପ ଧରି ଗନ୍ଧମାର୍ଦ୍ଧନ ପର୍ବତ ଜାଗାରେ ଭେକସିନ ହାତରେ ରଖି ଲୋକଙ୍କୁ ଗୀତ ମାଧ୍ୟମରେ ସଚେତନ କରାଉଛନ୍ତି ।
#ArgusNews #ArgusNewsTv #Odisha #Bargarh #Corona_Awareness