#କରୋନା_ର_ଭୟାବହ_ଭିତରେ_ଆସିଛି_ଖୁସି_ର_ଖବର ।
କୋରନାକୁ ହରେଇଚି ଜଣେ ଦେଢ ବର୍ଷର କୁନି ଝିଅ । ଦୀର୍ଘ ଦିନର ଚିକିତ୍ସା ପରେ ଆଜି କୁନି ଝିଅଟି ସୁସ୍ଥ ହୋଇଛି ଏହି ମାହାମାରୀ କୋରନାରୁ । ଯାହାଫଳରେ ଆଜି ଖୁସି ଖେଲିଯାଇଛି ଚିକିତ୍ସା କରୁଥିବା ଡାକ୍ତର , ନର୍ସ
#ArgusNews #Odisha #NewsChannel #ArgusNewsTV #Corona #Cuttack #Corona_Beat