#କରୋନା_ସଂକ୍ରମଣରେ_ରେକର୍ଡ_କରି_ଚାଲିଛି_କଟକ।
ରାଜ୍ୟରେ କରୋନା ଗ୍ରାଫ କମୁଥିବା ବେଳେ କଟକରେ କଟକରେ କିନ୍ତୁ ଏହି ସଂଖ୍ୟାରେ ବ୍ରେକ ଲାଗୁନି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରୁ ଚିହ୍ନଟ ହେଉଛନ୍ତି ଅଧିକ ସଂକ୍ରମିତ। ବିଗତ ଦୁଇ ଦିନରୁ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିବା ବେଳେ ଜୁଲାଇ ଆରମ୍ଭରୁ ୧୦ ଦିନ ଭିତରର ରେକର୍ଡ ଚିନ୍ତା ବଢାଇଛି
#ArgusNews #Odisha #ArgusNewsTV #coronaGraph #Cuttack #Positivecase