କର୍ଣାଟକରେ ଏବେ ହିନ୍ଦୁ ମନ୍ଦିର ଗୁଡିକ ସରକାରୀ ନିୟନ୍ତ୍ରଣରେ ରହିବେ ନାହିଁ । ଏବେ ସରକାରୀ ନିୟନ୍ତ୍ରଣରୁ ମନ୍ଦିର ଗୁଡିକୁ ମୁକ୍ତ କରା ଯିବ । କର୍ଣାଟକର ମୁଖ୍ୟମନ୍ତ୍ରୀ ସିଏମ ବୋମାଇ ମନ୍ଦିର ଗୁଡିକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରିବାକୁ ବିଧେୟକ ଆଣିବେ ବୋଲି ଘୋଷଣା କରିଛନ୍ତି । କର୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତି ଏକ ବୈପ୍ଲବିକ ନିଷ୍ପତ୍ତି ଓ ଏହା ଭାରତର ଇତିହାସ କୁ ବଦଳାଇ ଦେବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।
#temple #trust #karnataka #CMOKarnataka #Odisha #ArgusNews #HistoricalDecision