#କଲେଜ_ଛାତ୍ରୀଙ୍କ_ହାତରେ_ବିଷାକ୍ତ_ସାପ
ଆନନ୍ଦପୁର ଉପଖଣ୍ଡ ରେକୁଟିଆ ସ୍ଥିତ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟରେ ବେଆଇନ ଭାବେ କଲେଜ ଛାତ୍ରୀ ମାନଙ୍କୁ ଧରା ଯାଉଥିଲା ବିଷାକ୍ତ ସାପ । ସାପ ଧରାଉଥିବା ବ୍ୟକ୍ତି ଜଣକ ଏକ ବେସରକାରୀ ବିଦ୍ୟାଳୟର ଅଧ୍ୟକ୍ଷ । ପାଖରେ ନଥିଲେ ତାଲିମ ପ୍ରାପ୍ତ ସାପ ଧରାଳି କିମ୍ଵା ଜଙ୍ଗଲ ବିଭାଗର କର୍ମଚାରୀ । ଯାହାର ଭିଡିଓ ଏବେ ଭାଇରାଲ ।
#Snake #GirlStudents #SnakeCatcher #CollegeStudent #Anandapur #Keonjhar #ArgusNews