ଡାହାଣ ପଟେ ମନ୍ଦିର ବାମ ପଟେ ଶିକ୍ଷା ଅନୁଷ୍ଠାନ । ଆଗରେ ଘର , ପଛରେ ଘର । ଆବାସିକ କଲୋନୀ ବାସନ୍ତୀ କଲୋନୀ ମଝିରେ ଖୋଲିଛି ବିଦେଶୀ ମଦ ଦୋକାନ । ମଦ ଦୋକାନ କୁ ଲାଇଲେନ୍ସ ପ୍ରଦାନ ନେଇ କାଠଗଡ଼ାରେ ସୁନ୍ଦରଗଡ ପ୍ରଶାସନିକ ଅଧିକାରୀ
#ArgusNews #Odisha #ArgusNewsTV #Sundargarh #Rourkela #wineshop #CongressProtest