ଓଡ଼ିଶାର ଧଳାପଥର ଖଣି ଉପରେ ତେଲେଙ୍ଗାନା ଖଣି ମାଫିଆଙ୍କ ଆଖି । ମାଲକାନଗିରି ସୀମାନ୍ତରେ ମାତିଛନ୍ତି ମାଫିଆ । କୁନାଲପଲ୍ଲୀ ଗାଁରୁ ହାଇଦ୍ରାବାଦକୁ ପଥର ଚୋରା ଚାଲାଣ । ୪ ବର୍ଷ ହେଲା ପ୍ରଶାସନ ନାକତଳୁ ହେଉଛି ଚୋରି । ତଥାପି ଚେତୁନି ପ୍ରଶାସନ ।
#Malkangiri #MiningMafia #Loot #stonesmuggling #Corruption #WhiteStone #Odisha #ArgusNews