କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧୀନ ବାଗପୁର ନିକଟରେ ପୁଣି ଏକ ଦନ୍ତା ହାତୀର ମୃତଶରୀର ଠାବ ହୋଇଛି। ଆଜି ସକାଳୁ କିଛି ଲୋକ ହାତୀ ମରିପଡ଼ିଥିବା ଦେଖିବାକୁ ପାଇ ଜଙ୍ଗଲ ବିଭାଗକୁ ଫୋନ କରି ଜଣାଇଥିଲେ।
#kalahandi #Elephantdeath #ForestDepartment #Odisha #ArgusNews