କଳାହୀରାର ସହର ତାଳଚେରକୁ ଏବେ ପାତାଳୀ ଭୟ । ତାଳଚେର ବାସୀଙ୍କ ଜୀଵନ ସହିତ ସାଙ୍ଘାତିକ ଖେଳ ଖେଳୁଛିନ୍ତି ଖଣି କର୍ତ୍ତୃପକ୍ଷ । କୋଇଲା ଖନନ କରି ସାରିବା ପରେ ଭୁଲି ଯାଉଛନ୍ତି ଅଞ୍ଚଳବାସୀଙ୍କ ପ୍ରତି ଗୁରୁ ଦାୟିତ୍ବ । ବାଲି ଭର୍ତିରେ ଅନିୟମିତତା ଯୋଗୁ ଏବେ ସାରା ସହର ବିପଦରେ ।
#talcher #Mines #coal #Odisha #ArgusNews