କଳିଙ୍ଗନଗର ଗୁଳିକାଣ୍ଡକୁ ବିତିଛି ୧୬ ବର୍ଷ । ଆଜି ଅଭୂଲା ସ୍ମୃତିକୁ ମନେପକାଇ ସହିଦ ସ୍ମୃତି ଦିବସ ପାଳିଛନ୍ତି ସ୍ଥାନୀୟ ଆଦିବାସୀ ଏବଂ ସହିଦଙ୍କ ପରିବାର ସଦସ୍ୟ । ସହିଦ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି, ଏଯାଏଁ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କଟା ପାପୁଲି ଫେରାଇ ନାହାନ୍ତି ରାଜ୍ୟ ସରକାର ।
#kalinganagar #police #16years #celebratingMartyrs #OdishaCM #Odisha #ArgusNews