ଗତକାଲି ର ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗାଘାଟିରେ ବସ୍ ଦୁର୍ଘଟଣା ଯେ ଏତେ ହୃଦୟ ବିଦାରକ ତାହା ଆକଳନ କରିବା ମଧ୍ୟ ସମ୍ଭବ ହେଉନାହିଁ । 77ଜଣ ପର୍ଯ୍ୟଟକ ଭିତରୁ ଦୁର୍ଘଟଣାରେ ତ 6ଟି ଜୀବନ ଚାଲିଗଲା । କିନ୍ତୁ ଏବେ ମଧ୍ୟ ଗୁରୁତର ମାନେ ବ୍ରହ୍ମପୁର mkcg ରେ ଚିକିତ୍ସିତ ହେଉଛନ୍ତି ।
#Busaccident #Accident #Border #Tourists #MKCG #Treatment #Ganjam #Kandhamal #Kalighati #Argusnews #Odisha #Bus