ପୁରୀ ଜିଲା କାକଟପୁର ଥାନା ସମୁଖରେ ଏକ ନାବାଳିକା ଅପହରଣ ଘଟଣାର ଖବର ସଂଗ୍ରହ କରୁଥିବା ସମୟରେ ଥାନା ପରିସର ଭିତରେ ଘଟିଛି ଏପରି ଘଟଣା । ନାବାଳିକା ଅପହରଣ ବିଷୟରେ ଆଲୋଚନା କରୁଥିବା ସମୟରେ ଜଣେ ମହିଳା ପୋଲିସ ଧାଇଁ ଆସି ଦେଉଛନ୍ତି ଧମକ । ମହିଳା ପୋଲିସ ଏପରି ଦୁର୍ବ୍ୟବହାର ଜଦି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କରିପାରୁଛନ୍ତି । ତାହେଲେ ସାଧାରଣ ଲୋକଙ୍କୁ କିପରି ନ୍ୟାୟ ଦେଉଥିବେ। ତାହା ସ୍ପଷ୍ଟ ପ୍ରମାଣିତ ଦେଉଛି
#Puri #Kakatpur #IIC #odishapolice #ArgusNews