#କାଗଜ_କଲମନେ_ବନ୍ଦ୍_ଗୁଟଖା_କାରବାର୍
#ଗ୍ରାଉଣ୍ଡର_ସ୍ଥିତି_ପୂରା_ଅଲଗା
#ସବୁନେ_ଚାଲିଛେ_ବେଆଇନ୍_କାରବାର୍
ବ୍ୟାନ୍ ପରେ ବି ଖୁଲମ୍ ଖିଲା ବିକ୍ରି ହେଉଛେ ଗୁଟଖା । ସମ୍ବଲପୁର ଗୁଟଖା ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ ପରେ ଡବଲ୍ ରେଟ୍ ନେ ହେଉଛେ ବିକ୍ରି । ପ୍ରଶାସନିକ ଅଧିକାରୀକଁର୍ ନାକ ତଲେ ବେପାର୍ ଚାଲିଥଇବାର୍ ଅଭିଯୋଗ୍ ।
#Sundargarh #Rourkela #GutkhaBan #gutkhasale #Odisha #ArgusNews