#୬_ମାସରେ_ଥରେ_ରେଜିଷ୍ଟରରେ_ଦସ୍ତଖତ_କରି_ଲକ୍ଷ_ଲକ୍ଷ_ଟଙ୍କାର_ଦରମା_ନେଉଛନ୍ତି_ଡାକ୍ତର
#ରାଜ୍ୟ_ସ୍ବାସ୍ଥ୍ୟ_ବିଭାଗରେ_ସଙ୍ଗୀନ_ଅଭିଯୋଗ
ସୁନ୍ଦରଗଡ଼ ବିରକେରା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ 6 ମାସକୁ ଥରେ ଆସି ଆଟେଣ୍ଡେନ୍ସ ରେଜିଷ୍ଟାରରେ ଦସ୍ତଖତ କରି ମାସକୁ ଲକ୍ଷ ଲକ୍ଷ ଟଙ୍କା ଦରମା ନେଉଛନ୍ତି ଜଣେ ଡାକ୍ତର। ନକଲି କୋର୍ଟ ପେପର ଦେଇ ବାପାଙ୍କ ନାଁରେ ଥିବା ଗାଡିକୁ ଭଡା ଲଗେଇ ମାସକୁ ହଜାର ହଜାର ଟଙ୍କା ନେଉଛନ୍ତି
#sundragad #5T #Healthcare #Doctor #BirikeraCHC #Odisha #ArgusNews