#କାଜୁ_ଚୋପାରେ_ଗଂଜେଇ_ଚାଲାଣ।
7 କୁଇଣ୍ଟାଲ ଗଂଜେଇ ଜବତ ସହ ଭୁବନେଶ୍ବର 2 ଜଣକୁ ଗିରଫ କଲା ନାରକୋଟିକ କଣ୍ଟ୍ରୋଲ ବ୍ୟୁରୋ। ଜବତ ଗଂଜେଇର ଅନୁମାନିକ ମୁଲ୍ୟ 50 ଲକ୍ଷ ଟଙ୍କା ହେବ। କୋରାପୁଟରରୁ ଭୁବନେଶ୍ବର ଦେଇ ହରିୟାଣା ହେଉଥିଲା ଚାଲାଣ
#ArgusNews #Odisha #ArgusNewsTV #GanjaSeized #Bhubaneswar #NarcoticControlBureau