#ସୁନ୍ଦରଗଡ_ବଣେଇରେ_ପାଣିରେ_ପଡୁଛି_ଲକ୍ଷ_ଲକ୍ଷ_ଟଙ୍କା
ଡିଏମଏଫ ଫଣ୍ଡକୁ ଜଣେ ଅପାରଗ ସଂସ୍ଥାକୁ ଟେକି ଦେଇଥିବା ଅଭିଯୋଗ। ସହରରେ ସଫେଇ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ସରକାର ଗାଡି କିଣିଥିଲେ କିନ୍ତୁ ସେଥିରେ ଏବେ ଗଛ ଉଠିଗଲାଣି। ସେପଟେ ସହରରେ କୁଢ କୁଢ ଅଳିଆ ଗଦା। ଏବେ ଜିଲ୍ଲାପାଳଙ୍କ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଂଚଳବାସୀ।
#ArgusNews #Odisha #Sundergarh #Vehicles #Corruption #Collector