#କାଠଗଡାରେ_ବିଦ୍ୟୁତ_ବିଭାଗ
#କାଠଗଡାରେ_ବିଦ୍ୟୁତ_ବିଭାଗର_କର୍ମଚାରୀ
#ଆଉ_କାଠଗଡାରେ_ଶକ୍ତିମନ୍ତ୍ରୀ_ଦିବ୍ୟଶଙ୍କର_ମିଶ୍ରଙ୍କ_ବିଭାଗ
ଚାଲିଗଲା ଜୀବନ, ଅସହାୟ ହୋଇଗଲା ପରିବାର । ହେଲେ ମିଳିଲା ନାହିଁ ନ୍ୟାୟ । ବିଦ୍ୟୁତ ବିଭାଗ, ଥାନା ଆଉ ମନ୍ତ୍ରୀଙ୍କ ଦୁଆରକୁ ଦୌଡି ଦୌଡି ନୟାନ୍ତ ହେଲେଣି ସାଲେପୁରର ଗୟାଧର ବେହେରା । ନ୍ୟାୟ କିଏ ଦେବ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତରେ ଥିବା ଶକ୍ତି ବିଭାଗ ନା ବେଆଇନ୍ ଭାବେ ଉଜଳ ଆଲୋକୀକରଣର ଉଦଘାଟନ କରିଥିବା ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ।
#GayadharBehera #Salepur #justice #electricdepartment #Minister #OdishaCM #Odisha #ArgusNews