#କାଠମାଫିଆଙ୍କ_ସୁରକ୍ଷାରେ_ବନବିଭାଗ।
ପଦା ହେଉଛି ଜଙ୍ଗଲ, ମୂଲ୍ୟବାନ କାଠ କାଟି ନେଉଛନ୍ତି ମାଫିଆ। ରାତି ଅଧିଆ ମେସିନ ଲଗାଇ କଟା ହେଉଛି ଶାଳ ଗଛ। ବନବିଭାଗ ଓ କାଠମାଫିଆଙ୍କ ମିଲିଭଗତରେ କୋଟି କୋଟି ଟଙ୍କାର ମୂଲ୍ୟବାନ କାଠ ଚଳୁ। ମୟୂରଭଞ୍ଜ ଜିଲ୍ଲା ବାରିପଦା ରେଞ୍ଜ ହାତୀକୋଟ ପଞ୍ଚାୟତର ଜଗନ୍ନାଥପୁର ଜଙ୍ଗଲ ।
#Mayurbhanj #forest #Jangal #ArgusNews