ଆଦର୍ଶ ଗାଁର ମାନ୍ୟତା ପାଇଛି, କିନ୍ତୁ ଗାଁ ରାସ୍ତା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇପଡିବେ। କେନ୍ଦୁଝର ଜିଲ୍ଲା ବୋଦାପଳସା ଗାଁ ରାସ୍ତା କାଦୁଅରେ ପଚପଚ। ୨୦ବର୍ଷ ହେଲା ଗ୍ରାମବାସୀ କାଦୁଅ ପଚପଚ ରାସ୍ତାରେ ଯାଆସ କରୁଛନ୍ତି । ଆଉ ବାରମ୍ବାର ଦାବି ପରେ ବି ଶୁଣୁନି ପ୍ରଶାସନ ।
#Keonjhar #TransportationIssues #muddyroad #PublicIssue #MasterSarinam #Odisha #ArgusNews