କାନ୍ଥ ଚିତ୍ରରେ ସଜେଇ ହୋଇଛି ରଘୁନାଥ ପୁର
କଳାସଂସ୍କୃତି କୁ ନେଇ ସାରା ବିଶ୍ୱ ରେ ପରିଚୟ ସୃଷ୍ଟି କରିଥିବା ଚନ୍ଦନ ପୁର ରଘୁରାଜ ପୁର ଆଜି ସଜେଇ ହୋଇଛି କାନ୍ଥ ଚିତ୍ର ରେ. ଏହାକୁ ନେଇ ସମସ୍ତ ଗ୍ରାମବାସୀ ମନରେ ଆଗ୍ରହ ଉତ୍ସାହ ଲାଗିରହିଛି
#ArgusNews #Odisha #Puri #Raghunathpur #ArtCulture #WallArt