କାନ୍ଧରେ ଛୁଆକୁ ଧରି ଅନ୍ଧାର ଭିତରେ ଦୌଡି ଚାଲିଛି ବାପା
ଖାଲ ଢିପ ନାଳ ପାଣି ସବୁ ଅଣଦେଖା କରି ଅନ୍ଧାର ଭିତରେ ମାଡି ଚାଲିଛି ଅସହାୟ ବାପା। କାରଣ ଝିଅକୁ ଆଣିବା ପାଇଁ ଗାଁକୁ ଯାଇ ପାରିନି ଆମ୍ୱୁଲାନ୍ସ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ ଥାନା ଘୁଷୁରାମାଲ ପଂଚାୟତ କମଳାନାଳି ଗାଁର ସୁଦପଦା ଠାରେ।
#Sambalpur #redhakhol #Childdeath #Ambulance #RoadProblem #Odisha #ArgusNews