ଗାଁକୁ ରାସ୍ତା ନ ଥିବାରୁ କାନ୍ଧରେ ବୁହାହୋଇ ହସ୍ପିଟାଲ ଗଲେ ରୋଗୀ । ଭଦ୍ରକ ସହରଠାରୁ ମାତ୍ର 7 କିଲୋମିଟର ଦୂରରେ ଥିବା ପରାଶିଙ୍ଗା ପଞ୍ଚାୟତର ପରିଡା ସାହିରେ ଘଟଣା । ପଞ୍ଚାୟତ ଲୋକମାନେ ରାସ୍ତାର ମରାମତି ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି
#kandhamal #roadproblem #patient #ambulance #ArgusNews