ନିଯୁକ୍ତି ପାଇଁ କାନ ଧରି ଆଣ୍ଠେଇ ପ୍ରତିବାଦ କଲେ ବିଇଡି ଶିକ୍ଷକ । 7 ବର୍ଷ ହେଲା ନିଯୁକ୍ତି ବିଜ୍ଞାପନ ବାହାରି ନଥିବାରୁ ଏସଏସଟିଇଟି ପାସ କରିଥିଲେ ମଧ୍ୟ କ୍ରୀଡା, ହିନ୍ଦୀ ଓ ସଂସ୍କୃତ ପାଇଁ ନିଯୁକ୍ତି ବାହାରି ନଥିବାରୁ ବେକାର ହୋଇ ବସିଛନ୍ତି
#ArgusNews #Odisha #Bhubaneswar #BEDTeacherProtest