#କାମରେ_ଆସିଲାନି_ବିଜୁ_ସ୍ବାସ୍ଥ୍ୟ_କାର୍ଡ
#ବାପା_ମାଁଙ୍କ_ଚିକିତ୍ସା_ପାଇଁ_ପଦଯାତ୍ରାରେ_ବାହାରିଲା_କୁନି_ପୁଅ
#ମାର୍ଶାଘାଇରୁ_ନବୀନ_ନିବାସକୁ_ପଦଯାତ୍ରା
ପ୍ରହସନ ପାଲଟିଛି ବିଜୁ ସ୍ବାସ୍ଥ୍ୟ କାର୍ଡ । କାର୍ଡ ଥାଇକିବି ଚିକିତ୍ସା ସୁବିଧା ପାଉ ନାହାନ୍ତି ହିତାଧିକାରୀ । ଏବେ ବାପା ମାଁ' ଙ୍କ ଚିକିତ୍ସା ପାଇଁ ନବୀନ ନିବାସ ବାହାରିଛି କୁନିପୁଅ ବିପ୍ଳବ । ମାର୍ଶାଘାଇରୁ ନବୀନ ନିବାସକୁ ଆରମ୍ଭ ହୋଇଛି ପଦଯାତ୍ରା ।
#Kendrapada #navinniwas #Footwork #biplab #help #treatment #bijuswasthyacard #OdishaCM #Odisha #ArgusNews