କାମରେ ଆସୁନି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ । ଭେଣ୍ଡିଆ ପୁଅର ଚିକିତ୍ସା କରାଇ ପାରୁନାହାଁନ୍ତି ମାଆ-ବାପା । ଡାକ୍ତରଖାନା ବୁଲିଲେ ବି ମିଳୁନି ଉତ୍ତମ ଚିକିତ୍ସା । ଏ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ତୋର ପଞ୍ଚାୟତ କୋଷ୍ଟିଆ ବେଢା ଗାଁର ମକର ଧୋଜ ନାଏକଙ୍କ ପୁଅ ଜ୍ଞାନରଞ୍ଜନ ନାଏକ ।
#Dhenkanal #BijuHealthCard #treatmentb #GyanRanjanNaik #son #MakarDhojNaik #Odisha #ArgusNews