#କିଏ_ଖାଇଲା_ଶ୍ରମିକଙ୍କ_ଟଙ୍କା
#୧୧ମାସ_ହେଲା_ମଜୁରୀ_ପାଇନାହାନ୍ତି_ଶ୍ରମିକ
ମୟୂରଭଞ୍ଜରେ ମନରେଗା ଯୋଜନାରେ ମହାଦୁର୍ନୀତି । ମାସ ମାସ କାମ କରିବା ପରେବି ଶ୍ରମିକଙ୍କୁ ମିଳିଲାନି ମୂଲ । ଏନେଇ ଶ୍ରମିକମାନେ ପ୍ରଶାସନ ନିକଟରେ ଗୁହାରି ଜଣାଇଥିଲେବି କୌଣସି ସୁଫଳ ମିଳିନି ।
#Mayurbhanj #MGNREGA #worck #Labour #Odisha #ArgusNews