#କାମ_କରୁନି_ସଡକ_ସୁରକ୍ଷା_ଅଭିଯାନ
#ବଢ଼ୁଛି_ଦୁର୍ଘଟଣା_ଗଡୁଛି_ମୁଣ୍ଡ
ଦୁର୍ଘଟଣା ବଢ଼ୁଛି ଦୁର୍ଗଟଣା ଜିନତ ମୃତ୍ୟୁ ବି ବଢ଼ୁଛି । ୨୦୨୦ ଅପେକ୍ଷା ୨୦୨୧ ରେ ନୂଆପଡାରେ ୪୦.୭୪ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ବଢ଼ିଥିବା ବେଳେ ଗଞାମ ରେ ସର୍ବାଧକ ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣା ଜନିତ ମାମଲା ଦାୟର ରେ ଖୋର୍ଦ୍ଧା ସବୁଠାରୁ ଉପରେ ରହିଥିବା ଜଣାପଡିଛି ।
#Khordha #bhubaneswar #Ganjam #Roadissue #safety #Odisha #ArgusNews