ମନରେଗାରେ ମେସିନ ପୋଷା... ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା । ଜଣେ କି ଦୁଇ ଜଣ ନୁହେଁ ଏକାଧିକ ଲୋକଙ୍କ ନାଁରେ ଉଠିଛି ଟଙ୍କା । ଏପରିକି କାମ ନକରି ସରପଞ୍ଚଙ୍କ ସ୍ବାମୀ ମଧ୍ୟ ପାଇଛନ୍ତି ଟଙ୍କା । ଯାହାକି ସୂଚନା ଅଧିକାର ଆଇନ ବଳରେ ତଥ୍ୟ ସାମ୍ନାକୁ ଆସିଛି
#ArgusNews #Odisha #ArgusNewsTV #Kalahandi #Junagarh #MNREGA #curroption