ଗଞ୍ଜାମ କୋଦଳା ଥାନା ଅନ୍ତର୍ଗତ ଭୁତ ସରସିଙ୍ଗଠାରେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟଣା । କ୍ଷତିପୂରଣ ଦାବିରେ ପରିବାର ସହ ସ୍ତାନୀୟ ଲୋକଙ୍କ ପକ୍ଷରୁ ମୁଖ୍ୟ ରାସ୍ତା ଅବରୋଧ। ଗତକାଲି ବିଦ୍ୟୁତ ଖୁଣ୍ଟରେ ଚଢିଥିବା ବେଳେ ମୃତ୍ୟୁ ହୋଇଥିବା ସୂଚନା । ମୃତକ ହେଲେ ଗଞ୍ଜବଳା ଗାଁର ଅମୂଲ୍ୟରତ୍ନ ନାହାକ। ଘଟଣାର 24 ଘଣ୍ଟା ପରେବି ଏଯାଏଁ ପହଞ୍ଚି ନାହାନ୍ତି ଟାଟା ପାଓ୍ବାର କର୍ମଚାରୀ
#Ganjam #Kodala #ElectricityEmployee #deadonduty #Peopleprotest #Odisha #TataPower #ArgusNews