ନୃଶଂସ-ନରହନ୍ତା ।
କାର ଭିତରେ ତଣ୍ଟିଚିପି ହତ୍ୟା । କାର ଭିତରେ ବଞ୍ଚିବା ପାଇଁ କରିଥିଲେ ସଂଘର୍ଷ । ସତ ମାନିଲା ଗୋବିନ୍ଦ । କାର ଭିତରେ ମମିତାଙ୍କୁ କରିଥିଲା ହତ୍ୟା । ଭବାନୀପାଟଣାରୁ ଫେରିବା ବେଳେ ରାସ୍ତାରେ ନିର୍ମମ ହତ୍ୟା ।
#MamitaMurderCase #JusticeforMamita #Kalahandi #GovindSahu #Odisha #ArgusNews