ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା । ଏଥିପାଇଁ ପ୍ରସ୍ତୁତି କରିବା ପାଇଁ ଜିଲ୍ଲା ପ୍ରଶାସନ କାମ କରୁଛି। ପରୀକ୍ଷା ନେଇ ବୋର୍ଡ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା। ପ୍ରସ୍ତୁତି ଚୁଡାନ୍ତ ହୋଇଛି।
#10thExam #Tomorrow #Preparations #administration #Odisha #ArgusNews