#କାଲି_ଅପେକ୍ଷା_କରିଥିବା_ପ୍ରେମିକା_ଆଜି_FIR_ଦେଲା
ଗତକାଲି ଜଗତସିଂହପୁର ସବ୍-ରେଜିଷ୍ଟ୍ରୀ କାର୍ଯ୍ୟାଳୟକୁ ବିଜେଡି ବିଧାୟକ କୋର୍ଟ ମ୍ୟାରେଜ କରିବାକୁ ଆସି ନ ଥିଲେ। ପୂର୍ବ ନିର୍ଦ୍ଧାରିତ ଚୁକ୍ତି ମୁତାବକ ଜୁନ୍ ୧୭ରେ ସୋମାଲିକାଙ୍କୁ ଆଇନ୍ ସମ୍ମତ୍ତ ନିଜର ପତ୍ନୀ ଭାବେ ଗ୍ରହଣ କରିଥାନ୍ତେ ବିଜୟ ଶଙ୍କର।
#Tirtol #BijaySankarDas #MLA #BJDMLA #Odisha #ArgusNews