ଦୁଇ ଚୀର ପ୍ରତିଦ୍ବନ୍ଦ୍ବିଙ୍କୁ ଗୋଟିଏ ଦଳକୁ ଆଣିଥିବା ସମୟ ଏଥର କିନ୍ତୁ ନିଜ ନିଷ୍ପତ୍ତି ବଦଳାଏ । କାଳର କରାଳ ଗର୍ଭର ବିଲୀନ କରିବାକୁ ସମୟ ବି ସମୟ ମାଗେ । ଅବଧି ମାତ୍ର ବର୍ଷଟିଏ । ଗୋଟିଏ ବର୍ଷର ବ୍ୟବଧାନ ଭିତରେ ଆଗ ପଛ ହୋଇ ପରପାରିକୁ ଚାଲି ଯାଆନ୍ତି ନବ ଆଉ କିଶୋର ।
#NabaDas #KisorMohanty #BaragadaConstituency #Odisha #Argusnews