#କାଳିଆର_ଠାକୁରଙ୍କ_ପଇତା_ଲାଗି
#କଣ_ଏହି_ପଇତା_ଲାଗି_ନୀତି ?
#କଣ_ପାଇଁ_ବର୍ଷରେ_ଏକାଧିକବାର_କାଳିଆ_ହୁଅନ୍ତି_ପଇତା_ଲାଗି ?
କାଳିଆ ଠାକୁର ଆମର ସଜବାଜ ପ୍ରିୟ ଦିଅଁ । ନିଦାଘରେ ତାଙ୍କ ଦେହକୁ ଖରା ବାଧେ, ପ୍ରଚଣ୍ଡ ଶୀତରେ ତାଙ୍କ ଅଙ୍ଗକୁ ଶୀତ କାମୁଡି ଗୋଡାଏ । ମଣିଷ ପରି ସମସ୍ତ କର୍ମ ସମ୍ପାଦନ କରି ପ୍ରକୃତିକୁ ଉପଭୋଗ କରନ୍ତି ସିଏ । ସେହି କ୍ରମରେ ଗୋଟିଏ ଋତୁ କାଳୀନ ନୀତି ହେଉଛି ପଇତା ଲାଗି ।
#Puri #JagannathDham #paitalaginiti #Odisha #ArgusNews