#କାହା_ପାଇଁ_ସରକାରଙ୍କ_ଆବାସ_ଯୋଜନା ?
ଗରିବ ହିତାଧିକାରୀଙ୍କୁ ମିଳୁନି ସରକାରୀ ଘର । ଝାଟିମାଟି ଘରେ ଦିନ କାଟୁଛନ୍ତି ଅସହାୟ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଣ୍ଟାପାଳ ଗାଁରେ ଗରିବ ଅସହାୟଙ୍କ କରୁଣ ଚିତ୍ର । ଏଠି ବଡ଼ ବଡ଼ ଲୋକ ଆବାସ ଯୋଜନା ହାତେଇଥିବା ବେଳେ, ଗରିବଙ୍କୁ ପଚାରେ କିଏ ।
#ArgusNews #ArgusNewsTV #Odisha #Angul #AwasYojna #PoorPeople