ଜୁନ୍ ୧୦ରେ ରାଜ୍ୟସଭା ନିର୍ବାଚନ। ଆଉ ଏହି ନିର୍ବାଚନ ପାଇଁ ଏବେଠାରୁ ଆରମ୍ଭ ହେଲାଣି ଅବଗଣନା। ୩ ପଦବୀ ପାଇଁ କିନ୍ତୁ ଏକାଧିକ ଦାବିଦାର ରହିଛନ୍ତି। କିନ୍ତୁ ଦଳ ନିଜ ଭୋଟ ବ୍ୟାଙ୍କ ଫାଇଦାକୁ ହିଁ ଦୃଷ୍ଟିରେ ରଖିବ। ଆଉ ଏହି ଭୋଟ ରାଜନୀତି ଆଧାରରେ ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଛି।
#Odisha #RajyasabhaElection #ArgusNews #Politics #elections #Election2022