#କାହାରି_ଉପରେ_ବୋଝ_ସାଜିନାହାଁନ୍ତି_ଶରଦେଇ_ନାଏକ
ବୟସର ଅପରାହ୍ନରେ ଉପନୀତ । ଅଧାରୁ ଅଧିକ ଦାନ୍ତ ଭାଙ୍ଗି ଗଲାଣି । ମୁଣ୍ଡରେ ପାଚିଲା ବାଳ । କାନକୁ ଆଉ ଠିକରେ ଶୁଭୁନି । ଭଲରେ ଚଲାବୁଲା ବି କରିପାରୁନାହାଁନ୍ତି । ତଥାପି ସେ ହାର୍ ମାନିନାହାଁନ୍ତି । ଏ ହେଉଛନ୍ତି ଢେଙ୍କାନାଳ ମଙ୍ଗଳପୁର ଗାଁର ଶରଦେଇ ନାଏକ ।
#Dhenkanal #oldwoman #independent #Odisha #ArgusNews