ଆସନ୍ତାକାଲି ଖୋଲିବ ସ୍କୁଲ । ୫ରୁ ୧୦ ବର୍ଷ ବୟସର ପିଲା ସ୍କୁଲ ଯିବେ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠପଢା ହେବ । ତେବେ କୋମଳମତି ଶିଶୁଙ୍କ ସ୍ବାସ୍ଥ୍ୟକୁ ନେଇ ଏବେ ପ୍ରଶ୍ନ ଉଠିଛି । କାହା ପରାମର୍ଶରେ ସ୍କୁଲ ଖୋଲୁଛନ୍ତି ରାଜ୍ୟ ସରକାର ?
#covid #COVID19 #corona #schoolopen #Odisha #ArgusNews