#କାହା_ସୁରକ୍ଷାରେ_ବାହୁବଳୀ_ବିଧାୟକ_ପ୍ରଶାନ୍ତ_ଜଗଦ୍ଦେବ ?
ଅଦୃଶ୍ୟ ହାତର ସୁରକ୍ଷାରେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ । ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିବା ପରିବର୍ତ୍ତେ ସମୟ ଗଡାଇ ଚାଲିଛି ଖୋର୍ଦ୍ଦା ପୋଲିସ । କେବଳ ଏଜେଣ୍ଡା ପାଳୁଛି ପୋଲିସ । କାହିଁକି ଗିରଫ ହେଉନାହାଁନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ?
#Chilika #Balungaon #PrasantaKumarJagadev #Bjd #Bjp #ArgusNews