କାମରେ ଲାଗୁନି ସରକାରଙ୍କ ବିଜୁ କୃଷକ ଯୋଜନାର ଡ଼ିପ ବୋରୱେଲ ସେବା । ୨୦୧୯ ମସିହାରେ ୨୦ ହଜାର ଟଙ୍କା ଲେଖାଏଁ ଡିପୋଜିଟ କରି ଚାଷ ଜମିରେ ଡ଼ିପ୍ ବୋରୱେଲ ଖୋଳିଲେ । ହେଲେ ଆଜି ଯାଏଁ ଚାଷୀଙ୍କ କୌଣସି କାମରେ ଆସିଲାନି ବୋରୱେଲ୍ ।
#Ganjam #Kabisuryanagar #borewellservice #BijuKrishakYojana #Corruption #Odisha #ArgusNews